ମେଟା ସହ ଜୁକରବର୍ଗଙ୍କ ସେଲଫି!

ଫେସବୁକ ଏବେ ମେଟା ହେବ, ଏ ନେଇ ଗତକାଲି ଫେସବୁକ ନିର୍ମାତା ମାର୍କ ଜୁକରବର୍ଗ ଫେସବୁକରେ ସୂଚନା ଦେଇଥିଲେ। ତେବେ ଆଜି ସକାଳୁ ମେଟା ଲୋଗ ସହ ଜୁକରବର୍ଗ ଏକ ସେଲଫି ନେଇ ଫେସବୁକରେ ଫଟ ପୋଷ୍ଚ କରିଛନ୍ତି।